ରାଜଧାନୀରେ ପୁଲିସ ଉପସ୍ଥିତିରେ ପୁଣି କଙ୍ଗାରୁ କୋର୍ଟ

ଭୁବନେଶ୍ୱର: ରାଜଧାନୀରେ ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଛି। ବରମୁଣ୍ଡା ପାଲାମଣ୍ଡପଠାରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳକଙ୍କୁ ଏଭଳି … Continue reading ରାଜଧାନୀରେ ପୁଲିସ ଉପସ୍ଥିତିରେ ପୁଣି କଙ୍ଗାରୁ କୋର୍ଟ